ମନ ଭଙ୍ଗା Mana bhaṅgā

  • ଦେ. ବିଣ. ପୁଂ — ଯାହା ବା ଯେ ଦୁଇଜଣଙ୍କ ମଧ୍ୟରେ ମନୋ— ମାଳିନ୍ୟ ଘଟାଏ — Bringing about or causing mental estrangement between two persons