ମନ ବିଡ଼ିବା Mana biṟḍ̠ibā

  • ଦେ. କ୍ରି (ସଂ ମନ+ବିଡ଼ି ଧାତୁ=ଭେଦ କରିବା) — ଅନ୍ଯ ବ୍ଯକ୍ତିର ମନୋଗତ ଭାବକୁ ପରୀକ୍ଷା କରିବା — To test the mental thoughts of a person