ମନ ବିକିହେବା Mana bikihebā
- ଦେ. କ୍ରି (ସଂ. ମନ+ବି+କ୍ରୀ ଧାତୁ) — ଅନ୍ଯ ବ୍ଯକ୍ତିର ସମ୍ପୂର୍ଣ୍ଣ ବଶ ହେବା; ଅନ୍ଯ ବ୍ଯକ୍ତି— ଠାରେ ଆପଣାର ମନକୁ ସମର୍ପଣ କରିବା — To offer full homage to a person; to sell one's heart to a person
- ଦେ. କ୍ରି (ସଂ. ମନ+ବି+କ୍ରୀ ଧାତୁ) — ଅନ୍ୟଠାରେ ପୂର୍ଣ୍ଣରୂପେ ଆସକ୍ତ ହେବା — To be completely attached to or enamowerd of a person