ମନ ଫାଟିବା Mana phāṭibā
- ଦେ. ବି — ଦୁଇ ଜଣଙ୍କର ମନୋମାଳିନ୍ୟ ବା ଏକତାର ଲୋପ ଘଟିବା — The cropping up of discord or spilt between two persons
- ଦେ. ବି — (ଉ—ରଜାମାନଙ୍କର ଜଣକୁ ସେନାପତି, କଲେ ମନ ଫିଟିଯିବ ହେ ମହାମତି— କୃଷ୍ଣସିଂହ. ମହାଭାରତ. ଭୀଷ୍ମ।)
- ଦେ. ବି — କୌଣସି ବିଷୟ ପ୍ରତି ବିରାଗ ଜନ୍ମିବା — Becoming apathetic or averse to any thing