ମନ ଫକା ପଡ଼ିଯିବା Mana phakā paṟḍ̠ij̄ibā

  • ଦେ. ବି (ସଂ. ମନଃ+ଆ. ଫକା) — ନିରୁତ୍ସାହ ହେବା; ମନ ମରିଯିବା; ଆଗ୍ରହର ଲୋପ — Becoming discouraged or deviod of zeal
  • ଦେ. ବି (ସଂ. ମନଃ+ଆ. ଫକା) — ବିରସ ହେବା — Being dejected