ମନ ପୋଡ଼ିବା Mana poṟḍ̠ibā

  • ଦେ. କ୍ରି (ସଂ. ମନଃ+ପୁଟ୍ ଧାତୁ) — ଅନ୍ୟର ମନକୁ ଦୁଃଖିତ କରିବା — To cause grief to another person
  • ଦେ. ବି — ମନରେ ଗଭୀର ଦୁଃଖ ବା ବିରକ୍ତ ଜାତ ହେବା — Grave displeasure or grief
  • ଦେ. ବି — କୌଣସି ବିଷୟ ପ୍ରତି ପୂର୍ବ ଉତ୍ସାହର ଲକ୍ଷିତ ବା ଆଗ୍ରହର ଲୋପ — The abatement of one's zeal for a certain matter