ମନ ପଶ୍ୟ କରିବା Mana paṡya karibā

  • (ସଂ. ମନଃ+ପ୍ରବେଶ) — କୌଣସି ବିଷୟକୁ ବା ଉପଦେଶକୁ ଖାତର କରିବା — To care for a thing or advice
  • (ସଂ. ମନଃ+ପ୍ରବେଶ) — ମନ ଦେବା; ମନୋଯୋଗ କରିବା — To give one's attention to thing
  • (ସଂ. ମନଃ+ପ୍ରବେଶ) — ସ୍ମରଣ କରିବା — To remember