ମନ ନେବା Mana nebā
- ଦେ. କ୍ରି (ସଂ. ମନସ୍+ନୀ ଧାତୁ) — କୌଣସି ବ୍ଯକ୍ତିକୁ ସନ୍ତୁଷ୍ଟ କରିବା — To please a person
- ଦେ. କ୍ରି (ସଂ. ମନସ୍+ନୀ ଧାତୁ) — ମୁଗ୍ଧ କରିବା — To enchant; to fascinate
- ଦେ. କ୍ରି (ସଂ. ମନସ୍+ନୀ ଧାତୁ) — ପ୍ରସ୍ତାବିତ କାର୍ଯ୍ୟରେ କୌଣସି ବ୍ଯକ୍ତିର ସହାନୁଭୂତି ଅଛି କି ନାହିଁ, ଏହା ପରୀକ୍ଷାପୂର୍ବକ ସ୍ଥିର କରିବା — To ascertain after testing whether one has sympathy for any proposal