ମନ ଡାକିବା Mana ḍākibā

  • ଦେ. ବି — କୌଣସି ବସ୍ତୁ ବା କାର୍ଯ୍ୟ ପାଇଁ ମନରେ ଆକାଙ୍କ୍ଷା ଜାତ ହେବା — Having a yearning or desire for something; wishing for somethings
  • ଦେ. ବି — କୌଣସି ବିଷୟ ଘଟିବା ବୋଲି ମନରେ ଆଶା ଜାଗ୍ରତ ହେବା — Expectation or anticipation of something
  • ଦେ. ବି — [ଉ—ଆହା ମନ ମୋର ଡାକୁଥିଲା ଯାହା, ସେହି ତା ଘଟିଲା ଫଳେ। ରାଧାନାଥ. ପାର୍ବତୀ।]