ମନ ଡରିବା Mana ḍaribā

  • ଦେ. ବି — କୌଣସି ବିଷୟ ସମ୍ବନ୍ଧେ ମନରେ ଭୟ ବା ଆଶଙ୍କା ଉପସ୍ଥିତ ହେବା — Having misgivings or apprehension about a matter