ମନ ଟାଣିବା Mana ṭāṇibā

  • ଦେ. କ୍ରି (ସଂ. ମନ+ତନ ଧାତୁ) — କୌଣସି ବିଷୟ ପ୍ରତି ଅନ୍ୟର ମନକୁ ଆକୃଷ୍ଟ କରିବା — To attract another's mind to a certain matter
  • ଦେ. କ୍ରି (ସଂ. ମନ+ତନ ଧାତୁ) — ଅନ୍ୟର ପ୍ରେମକୁ ନିଜ ପ୍ରତି ଆକର୍ଷଣ କରିବା — To attract another's mind or love to one's self