ମନ ଟଳାଇବା Mana ṭaḻāibā

  • ଦେ. କ୍ରି (ସଂ. ମନସ୍+ଟଳ. ଧାତୁ) — ଅନ୍ୟକୁ ସଂକଳ୍ପରୁ ବିଚ୍ୟୁତ କରିବା — To cause one to be deflected from his purpose
  • ଦେ. କ୍ରି (ସଂ. ମନସ୍+ଟଳ. ଧାତୁ) — ମୁଗ୍ଧ କରିବା — To enchant; to enamour