ମନ ଜଳିଯିବା Mana jaḻij̄ibā

  • ଦେ. ବି (ସଂ. ମନଃ+ଜଳ. ଧାତୁ) — ଅନ୍ତର୍ଦାହ ଉପସ୍ଥିତ ହେବା — Heart burning
  • ଦେ. ବି (ସଂ. ମନଃ+ଜଳ. ଧାତୁ) — ଗୁରୁତର ପଶ୍ଚାତ୍ତାପ — Grave repentance
  • ଦେ. ବି (ସଂ. ମନଃ+ଜଳ. ଧାତୁ) — ଗୁରୁତର ବିରକ୍ତି — Grave displeasure