ମନ ଘେନିବା Mana ghenibā
- ଦେ. କ୍ରି — ରାଜି କରାଇବା; ସମ୍ମତ କରାଇବା — To make one agree
- ଦେ. କ୍ରି — ପ୍ରସନ୍ନ କରାଇବା; ଅନ୍ୟର ମନ ମୁତାବକ କାର୍ଯ୍ୟ କରି ତାଙ୍କୁ ସନ୍ତୁଷ୍ଟ କରିବା — To please a person by acting according to his wishes
- ଦେ. କ୍ରି — (ଉ—ଏହି ରୂପରେ ଧୃତରାଷ୍ଟ୍ରଙ୍କୁ ଶକୁନି, କହିବାରେ ଗଲେ ତାଙ୍କର ମନ ଘେନି। କୃଷ୍ଣସିଂହ. ମହାଭାରତ ବନ।)