ମନ ଖୋଲିବା Mana kholibā
- ଦେ. କ୍ରି (ସଂ. ମନଃ+ଫା. ଖୁଲନା) — ହୃଦୟଗତ ଭାବକୁ ଅନ୍ଯ ଆଗରେ ସରଳ ଭାବରେ ପ୍ରକାଶ କରିବା — To open one's heart to another; to frankly speak out one's thought to another
- ଦେ. କ୍ରି (ସଂ. ମନଃ+ଫା. ଖୁଲନା) — (ଉ—ତା ପରେ ସେ ମନ ଖୋଲି ହନୁକୁ ରାମ ଲକ୍ଷ୍ମଣଙ୍କର ସବୁ ଖବର ପଚାରିଲେ। ନୀଳକଣ୍ଠ ପିଲାଙ୍କ ରାମାୟଣ।)