ମନ କରିବା Mana karibā
- ଦେ. କ୍ରି (ସଂ. ମନଃ+କୃ ଧାତୁ) — ବିଚାର କରିବା — To think
- ଦେ. କ୍ରି (ସଂ. ମନଃ+କୃ ଧାତୁ) — କାମନା କରିବା; ଇଚ୍ଛା କରିବା — To wish; to desire
- ଦେ. କ୍ରି (ସଂ. ମନଃ+କୃ ଧାତୁ) — [ଉ—କେଶର ଜାଳକ ସ୍ଫୁଟ ହେବା ମନ କଲେ। ଭଞ୍ଜ, କୋଟୀବ୍ରହ୍ମାଣ୍ଡସୁନ୍ଦରୀ।]
- ଦେ. କ୍ରି (ସଂ. ମନଃ+କୃ ଧାତୁ) — ମନସ୍ଥ କରିବା; କୌଣସି କାର୍ଯ୍ୟ କରିବାକୁ ସଙ୍କଳ୍ପ କରିବା — To resolve to do a thing