ମନ ଉଚାଟନ Mana uchātana

  • ଦେ. ବି—(ସଂ. ମନସ୍+ଉଚ୍ଚାଟନ) — କୌଣସି ବିଷୟ ପ୍ରତି ମନ ଉନ୍ମତ୍ତ ହେବା — Being mad after any matter