ମଧ୍ୱରିଷ୍ଟ Madhwarishṭa

  • ସଂ. ବି (ମ. ପ. ଲୋ; ମଧୁ+ଅରିଷ୍ଟ) — ମଧୁମିଶ୍ରଣରେ ପ୍ରସ୍ତୁତ ଅରିଷ୍ଟବିଶେଷ — A kind of decoction of honey
  • ସଂ. ବି (ମ. ପ. ଲୋ; ମଧୁ+ଅରିଷ୍ଟ) — [ଦ୍ର—ଏହା ସଂଗ୍ରହଣୀ ରୋଗରେ ଉପକାରୀ—ହି. ଶ।]