ମଧ୍ୟାହ୍ନ କାଳୀନ Madhyāhna kāḻīna

  • ସଂ. ବିଣ (ମଧ୍ୟାହ୍ନକାଳ+ଈନ) — ମଧ୍ୟାହ୍ନ ସମ୍ବନ୍ଧୀୟ — Relating to noon
  • ସଂ. ବିଣ (ମଧ୍ୟାହ୍ନକାଳ+ଈନ) — ମଧ୍ୟାହ୍ନରେ ଘଟିବା — Happening at noon
  • ସଂ. ବିଣ (ମଧ୍ୟାହ୍ନକାଳ+ଈନ) — ମଧ୍ୟାହ୍ନରେ କର୍ତ୍ତବ୍ୟ — Performable at noon