ମଧ୍ୟବର୍ତ୍ତୀ Madhyabarttī

  • ସଂ. ବିଣ (ମଧ୍ୟ+ବୃତ୍ ଧାତୁ+ଇନ୍; 1 ମା. 1 ବ) — ମଧ୍ୟରେ ଅବସ୍ଥିତ — Situated in the middle
  • ସଂ. ବିଣ (ମଧ୍ୟ+ବୃତ୍ ଧାତୁ+ଇନ୍; 1 ମା. 1 ବ) — କେନ୍ଦ୍ରସ୍ଥ — Central
  • ବି. ପୁଂ — ମଧ୍ୟସ୍ଥ; ସାଲସ — Arbitrator; mediator; umpire