ମଧ୍ୟବର୍ତ୍ତିତା Madhyabarttitā

  • ସଂ. ବି (ମଧ୍ୟବର୍ତ୍ତିନ୍+ଭାବ. ତା) — ମଧ୍ୟରେ ଅବସ୍ଥିତ ହେବା ଅବସ୍ଥା — The state of being situated in the middle
  • ସଂ. ବି (ମଧ୍ୟବର୍ତ୍ତିନ୍+ଭାବ. ତା) — ମଧ୍ୟସ୍ଥତା; ଭଲଲୋକି — Arbitration; umpireship