ମଧ୍ୟଦେଶ Madhyadeṡa

  • ସଂ. ବି — କୌଣସି ବସ୍ତୁର ମଧ୍ୟଭାଗ — The central part of a thing
  • ସଂ. ବି — କଟିଦେଶ; ଅଣ୍ଟା — The waist
  • ସଂ. ବି — ଭାରତର ମଧ୍ୟପ୍ରଦେଶ — The Central Provinces of India
  • ସଂ. ବି — ହିମାଳୟ ଓ ବିନ୍ଧ୍ୟାଚଳର ମଧ୍ୟବର୍ତ୍ତୀ ଦେଶ — The country between the Himalayas and the Bindhya range
  • ସଂ. ବି — [ଦ୍ର—ଏହାର ପୂର୍ବରେ ପ୍ରୟାଗ ଓ ପଶ୍ଚିମରେ କୁରୁକ୍ଷେତ୍ର। ମନୁ 2।21 ] — [ଦ୍ର—ଏହାର ପୂର୍ବରେ ପ୍ରୟାଗ ଓ ପଶ୍ଚିମରେ କୁରୁକ୍ଷେତ୍ର ମନୁ221]