ମଧ୍ୟ ରେଖା Madhya rekhā

  • ସଂ. ବି—(ଗଣିତ ଜ୍ୟୋତିଷ ଓ ଭୂଗୋଳ) — ଉତ୍ତର ଧ୍ରୁବ ଓ ଦକ୍ଷିଣ ଧ୍ରୁବ ଭେଦ କରିଥିବା କଳ୍ପିତ ରେଖା (ହି. ଶବ୍ଦସାଗର) — (astrology and geography) An imaginary line passing through the north and south poles