ମଧ୍ୟ ଯମକ Madhya j̄amaka

  • ସଂ. ବି — ଶବ୍ଦାଳଙ୍କାର ବିଶେଷ — A kind of figure of speech
  • ସଂ. ବି — [ଦ୍ର—ବାକ୍ୟ ମଧ୍ୟରେ ଭିନ୍ନାର୍ଥବୋଧକ ଏକ ଶବ୍ଦର ପୁନଃ ପୁନଃ ବ୍ଯବହାରରେ ଏହି ଅଳଂକାର ହୁଏ।]
  • ସଂ. ବି — (ଉ—ବୁଲେ ରାମ ରାମ ରାମ— ନେତ୍ରୀ ଘେନି ବନେ। ଭଞ୍ଜ. ବୈଦେହୀଶବିଳାସ।)