ମଧ୍ୟ ମଣି Madhya maṇi

  • ସଂ. ବି—(ମଧ୍ୟରେ ସ୍ଥାପିତ ମଣି; ମ. ପ. ଲୋ; କର୍ମଧା) — ହାର ଆଦି ଅଳଙ୍କାରର ମଧ୍ୟସ୍ଥଳରେ ସ୍ଥାପିତ ହୀରକାଦି ରତ୍ନ — A central gem; a gem set in the middle of a necklace or other ornament