ମଧ୍ୟ ପ୍ରାଚ୍ୟ ଦେଶ Madhya prāchya deṡa
- ସଂ. ବି (ଆଧୁନିକ ପ୍ରୟୋଗ) — ପାରସ୍ୟ, ଆଫଗାନିସ୍ଥାନ ଆଦି ଦେଶ — The middle eastern countries
- ସଂ. ବି (ଆଧୁନିକ ପ୍ରୟୋଗ) — [ଦ୍ର— ପାଶ୍ଚାତ୍ୟମାନେ ଇଉରୋପ ଦୃଷ୍ଟିରେ ଆରବ, ତୁରଷ୍କଆଦିକୁ ନିକଟ ପ୍ରାଚ୍ୟ ଦେଶ, ପାରସ୍ୟ, ଆଫଗାନିସ୍ଥାନ ଆଦିକୁ ମଧ୍ୟ ପ୍ରାଚ୍ୟଦେଶ ଓ ଭାରତ, ବ୍ରହ୍ମ, ଚୀନ, ଜାପାନ ଆଦିକୁ ଅନ୍ତ ପ୍ରାଚ୍ୟ ଦେଶ କହନ୍ତି।]