ମଧୂଲିକା Madhūlikā
- ସଂ. ବି — ମଧୂଲୀ ନାମକ ଗୋଧୂମରୁ ପ୍ରସ୍ତୁତ ମଦ୍ୟ — 1. Wine distilled from a kind of wheat
- ସଂ. ବି — ଯଷ୍ଟିମଧୁ (ହି. ଶ) — Liquorice root
- ସଂ. ବି — ମୂର୍ବା (ହି. ଶ) — A kind of fibrous grass
- ସଂ. ବି — ଏକପ୍ରକାର ଛୋଟ ଦାନାବାଲା ଗହମ (ହି. ଶ) — A small variety of wheat
- ସଂ. ବି — ଜଳଜ ମହୁଆ — Aquatic Mahwa
- ସଂ. ବି — ଏକପ୍ରକାର ବିଷାକ୍ତ ମାଛି (ହି. ଶ) — A kind of poisonous flea