ମଧୁହାରୀ Madhuhārī

  • ସଂ. ବି — ମଧୁସୂଦନ; ବିଷ୍ଣୁ — Bishṇu
  • ସଂ. ବି — [ଉ— ବାସରେ ବାସରେ ଋଷି ସଙ୍ଗ ମଧୁହାରୀ ଯେ— ଭଞ୍ଜ. ବୈଦେହୀଶବିଳାସ।]
  • ସଂ. ବି — ଭ୍ରମର — Black bee