ମଧୁସୂଦନ Madhusūdana

  • ସଂ. ବି. ପୁଂ (ମଧୁ ନାମକ ରାକ୍ଷସକୁ ବଧ କରିଥିବାରୁ) — ମଧୁରିପୁ; ବିଷ୍ଣୁ — Bishṇu
  • ସଂ. ବି. ପୁଂ (ମଧୁ ନାମକ ରାକ୍ଷସକୁ ବଧ କରିଥିବାରୁ) — ଭ୍ରମର — Black bee
  • ସଂ. ବି. ପୁଂ (ମଧୁ ନାମକ ରାକ୍ଷସକୁ ବଧ କରିଥିବାରୁ) — (ଉ—ଭାବନ୍ତି ରଙ୍ଗଦେବୀ ଚମ୍ପକଲତା ମଧୁସୂଦନର ଭ୍ରମଣେ। ଭଞ୍ଜ. କୋଟିବ୍ରହ୍ମାଣ୍ଡସୁନ୍ଦରୀ।)
  • ଦେ. ବି (ନାମ) — ସପ୍ତଦଶ ଶତାବ୍ଦୀର ଓଡ଼ିଆ କବି — Name of an Oriya poet of the seventeenth century, A. D
  • ଦେ. ବି (ନାମ) — [ଦ୍ର— ଏ ରାମାୟଣୋକ୍ତ ନଳଚରିତର ଅନୁକରଣରେ 'ନଳଚରିତ' ନାମକ ପୁସ୍ତକ ଲେଖିଥିଲେ।]
  • ଦେ. ବି (ନାମ) — ଲୋକଙ୍କୁ ଦିଆଯିବା ନାମ — Name given to males