ମଧୁଳିକା Madhuḻikā

  • ସଂ. ବି — ମଧୁଳୀ ନାମକ ଗହମରୁ ପ୍ରସ୍ତୁତ ମଦ (ହି. ଶ) — Wine distilled from a kind of wheat
  • ସଂ. ବି — ରାଇ ସୋରିଷ (ହି. ଶ) — Rye
  • ସଂ. ବି — ଫୁଲର ପରାଗ (ହି. ଶ) — The pollen of flowers