ମଧୁଲିଟ୍ Madhuliṭ

  • ସଂ. ବି—(ମଧୁ+ଲିହ୍ ଧାତୁ=ଚାଟିବା+କର୍ତ୍ତୃ. କ୍ୱିପ୍; ମଧୁଲିହ୍ ଶବ୍ଦ 1 ମା. 1 ବ.) — ମଧୁକର; ଭ୍ରମର — The Black bee