ମଧୁରୋଦକ Madhurodaka

  • ସଂ. ବି (ବହୁବ୍ରୀହି) — ପୁରାଣ ଅନୁସାରେ ସାତ ସମୁଦ୍ରର ଅନ୍ତିମ ସମୁଦ୍ର, ଯହିଁର ଜଳ ମିଠା ଓ ଯାହା ପୁଷ୍କର ଦ୍ୱୀପକୁ ବେଢ଼ିଛି — The mythological sea of sweet water