ମଧୁରିମା Madhurimā

  • ସଂ. ବି (ମଧୁର+ଭାବାର୍ଥେ ଇମନ୍; 1 ମା. 1 ବ) — ମାଧୁର୍ଯ୍ଯ; ମଧୁରତା — 1. Sweetness
  • ସଂ. ବି (ମଧୁର+ଭାବାର୍ଥେ ଇମନ୍; 1 ମା. 1 ବ) — ସୌନ୍ଦର୍ଯ୍ଯ — Beauty; grace