ମଧୁରିକା Madhurikā
- ସଂ. ବି (ମଧୁର+କ+ଆ) — ପାନମହୁରୀ — Aniseed; fennel
- ଦେ. ବି — ମୁଖବାଦ୍ୟ ବିଶେଷ; ମହୁରି — A kind of musical instrument; a kind of clarion
- ଦେ. ବି — (ଉ— ଟମକ, ନାଗରା, ମଧୁରିକା, ତୁରୀ, ଭେରୀ, କାହାଳ; ନାଦି ବାଦ୍ୟକାରେ ସର୍ବାଗ୍ରେ ଚାଲନ୍ତି ମାଳକୁ ମାଳ। ରାଧାନାଥ ଉଷା।)