ମଧୁରାଳାପ Madhurāḻāpa

  • ସଂ. ବି (କର୍ମଧା; ମଧୁର+ଆଳାପ) — ମିଷ୍ଟ ବଚନ — Sweet talk or discourse
  • ବିଣ. ପୁଂ (ବହୁବ୍ରୀହି) — ମିଷ୍ଟ ଭାଷୀ — Sweet-talking