ମଧୁରାଳାପା Madhurāḻāpa

  • ସଂ. ବିଣ. ସ୍ତ୍ରୀ (ମଧୁରାଳାପ+ଆ) — ମଧୁରାଳାପର ସ୍ତ୍ରୀ. ଲିଙ୍ଗ — Feminine of Madhurāḻāpa
  • ସଂ. ବି — ମଇନା ପକ୍ଷୀ; ସାରୀ (ହି. ଶବ୍ଦସାଗର) — The hill myna bird