ମଧୁର ରସ Madhura rasa

  • ସଂ. ବି — (କର୍ମଧା) (ଷଡ଼ ରସ ମଧ୍ୟରୁ ଏକତମ) ମିଠା ରସ — Sweet; taste
  • ସଂ. ବି — ପ୍ରେମ ରସ; ବାତ୍ସଲ୍ୟ ରସ — The sentiment of love and affection; soft and tender emotions
  • ସଂ. ବି — (ବହୁବ୍ରୀହି, ମଧୁ=ମିଠା ଅଟେ ରସ ଯାହାର)—ଆଖୁ — Sugarcane
  • ସଂ. ବି — ତାଳ ଗଛ — Palm tree