ମଧୁର ପାଣି Madhura pāni

  • ଦେ. ବି — ବିଶୁଦ୍ଧ ଜଳ (ଯାହା ଲୁଣି ନୁହେ) — Fresh water
  • ଦେ. ବି — ସୁସ୍ୱାଦୁ ଜଳ; ନଦୀ ପୁଷ୍କରିଣୀ ଆଦିର ଜଳ — Water having a good taste; sweet water
  • ଦେ. ବି — (ବ୍ୟଙ୍ଗ୍ୟ) ମଦ; ନାଲିପାଣି — (ironical) Wine