ମଧୁର ତୋରଡ଼ା Madhura toraṟḍ̠ā

  • ଦେ. ବି— (ସଂ. ଧାମାର୍ଗବ; ମଧୁର ବିଂବୀ) — ଜହ୍ନିପରି ଏକପ୍ରକାର ବନ୍ୟ ଲତା— ଫଳ — Luffa Aegyptica
  • ଦେ. ବି— (ସଂ. ଧାମାର୍ଗବ; ମଧୁର ବିଂବୀ) — [ଦ୍ର—ଅନ୍ଯ ଏକ ପ୍ରକାର ତିକ୍ତ ତରଡ଼ାକୁ ପିତା ତରଡ଼ା କହନ୍ତି।]