ମଧୁର ଜ୍ୱର Madhura jwara

  • ସଂ. ବି — ଦେହରେ ସର୍ବଦା ସାମାନ୍ୟ ତାତି ଥିବା ଜର — Low constant fever
  • ସଂ. ବି — [ଦ୍ର— ଅଧିକ ଘିଅ ଖାଇଲେ ବା ଝାଳ ବୁହା ବନ୍ଦ କଲେ ଏ ଜ୍ୱର ହୁଏ; ଏଥିରେ ମୁହଁ ନାଲି ପଡ଼େ, ତାଳୁ ଓ ଜିଭ ଶୁଖିଯାଏ, ନିଦ୍ରା ହୁଏ ନାହିଁ । ଖୁବ୍ ଶୋଷ ଓ ବାନ୍ତି ଦେଖାଏ— ହି. ଶ]