ମଧୁର ଗନ୍ଧ Madhura gandha

  • ସଂ. ବି (କର୍ମଧା; ମଧୁର+ଗନ୍ଧ) — ସ୍ନିଗ୍ଧ ଗନ୍ଧ — Mild or sweet taste;
  • ବିଣ — ସ୍ନିଗ୍ଧ ଗନ୍ଧ ଯୁକ୍ତ — Sweet-scented
  • ବିଣ — [ଦ୍ର— ଏହିପରି ମଧୁର ରୂପ, ମଧୁର ସ୍ପର୍ଶ, ମଧୁର ରସ, ମଧୁର ସ୍ୱାଦ ଓ ମଧୁରଶବ୍ଦ ଶବ୍ଦମାନ ହୁଏ।]