ମଧୁମାଳତୀ Madhumāḻatī

  • ଦେ. ବି (ସଂ. ବାସନ୍ତୀ) — ମୃଦୁଗନ୍ଧଯୁକ୍ତ ଏକ ପ୍ରକାର ଦୃଢ଼ ପୁଷ୍ପଲତା — A kind of hardy flowering creeper, the rangoon creeper
  • ଦେ. ବି (ସଂ. ବାସନ୍ତୀ) — [ଦ୍ର— ଏହା ବର୍ଷଧିକଜୀବିନୀ ଲତା। ଏହାର ଫୁଲ ଚତୁର୍ଦ୍ଦଳ ଓ ଫୁଲର ଡେମ୍ଫ ଲମ୍ବା। ପ୍ରଥମେ ଫୁଟିଲା ବେଳେ ଫୁଲ ଧଳା ଦିଶେ 12 ଘଣ୍ଟା ପରେ ନାଲିଆ ହୋଇଯାଏ। ଏଥିପାଇଁ ଏକ ସମୟରେ ଲତାରେ ଧଳା ଓ ନାଲି ପାଖୁଡ଼ାଯୁକ୍ତ ଫୁଲ ଫୁଟିଥିବା ଦେଖାଯାଏ। ଏହାର ଫୁଲ ପେନ୍ଥା ପେନ୍ଥା ହୋଇ ଫୁଟେ; ସନ୍ଧ୍ୟା ସମୟରେ ଫୁଟିଲା ବେଳେ ଫୁଲର ପାଖୁଡ଼ା ନାଲି ଥାଏ ଓ ସକାଳକୁ ଧଳା ହୋଇଯାଏ। ସମ୍ଭବତଃ ଜୟଦେବଙ୍କ ଗୀତଗୋବିନ୍ଦର 'ଲବଙ୍ଗଲତା' ଏହି ମଧୁମାଳତୀ ଲତା ଅଟେ; ଡେମ୍ଫଲଗା ଫୁଲ ଲବଙ୍ଗ ସଙ୍ଗେ ତୁଳନୀୟ।] — [ଦ୍ର— ଏହା ବର୍ଷଧିକଜୀବିନୀ ଲତା ଏହାର ଫୁଲ ଚତୁର୍ଦ୍ଦଳ ଓ ଫୁଲର ଡେମ୍ଫ ଲମ୍ବା ପ୍ରଥମେ ଫୁଟିଲା ବେଳେ ଫୁଲ ଧଳା ଦିଶେ12ଘଣ୍ଟା ପରେ ନାଲିଆ ହୋଇଯାଏ ଏଥିପାଇଁ ଏକ ସମୟରେ ଲତାରେ ଧଳା ଓ ନାଲି ପାଖୁଡ଼ାଯୁକ୍ତ ଫୁଲ ଫୁଟିଥିବା ଦେଖାଯାଏ ଏହାର ଫୁଲ ପେନ୍ଥା ପେନ୍ଥା ହୋଇ ଫୁଟେ; ସନ୍ଧ୍ୟା ସମୟରେ ଫୁଟିଲା ବେଳେ ଫୁଲର ପାଖୁଡ଼ା ନାଲି ଥାଏ ଓ ସକାଳକୁ ଧଳା ହୋଇଯାଏ ସମ୍ଭବତଃ ଜୟଦେବଙ୍କ ଗୀତଗୋବିନ୍ଦର 'ଲବଙ୍ଗଲତା' ଏହି ମଧୁମାଳତୀ ଲତା ଅଟେ; ଡେମ୍ଫଲଗା ଫୁଲ ଲବଙ୍ଗ ସଙ୍ଗେ ତୁଳନୀୟ]
  • ସଂ. ବି — ହଳଦିଆ ମାଳତୀ ଫୁଲ ଓ ତହିଁର ଲତା — The yellow flowering veriety of Echites caryophylata creeper