ମଧୁମାନ୍ Madhumān

  • ସଂ. ବିଣ. ପୁଂ (ମଧୁ+ଅଛି ଅର୍ଥରେ ମତ୍; 1 ମା. 1 ବ) — ମଧୁପୂର୍ଣ୍ଣ — Full of honey
  • ସଂ. ବିଣ. ପୁଂ (ମଧୁ+ଅଛି ଅର୍ଥରେ ମତ୍; 1 ମା. 1 ବ) — ଯହିଁରେ ମଧୁ ଅଛି — Having honey
  • ସଂ. ବିଣ. ପୁଂ (ମଧୁ+ଅଛି ଅର୍ଥରେ ମତ୍; 1 ମା. 1 ବ) — ମାଧୁର୍ଯ୍ଯପୂର୍ଣ୍ଣ — Full of sweetness