ମଧୁମାଧବୀ Madhumādhabī

  • ସଂ. ବି — ମଧୁରୁ ପ୍ରସ୍ତୁତ ସୁରା — Wine made from honey
  • ସଂ. ବି — ଭୈରବ ରାଗର ସହଚରୀ ରାଗିଣୀ (ହି. ଶ) — Name of a secondary musical air