ମଧୁମତୀ ସାଧନା Madhumatī sādhanā

  • ସଂ. ବି — ମଧୁମତୀ ଯୋଗିନୀଙ୍କର ତନ୍ତ୍ରୋକ୍ତ ସାଧନା — The process for attaining success in the worship of Goddess Madhumatī
  • ସଂ. ବି — [ଦ୍ର—ଏହିପରି ମଧୁମତୀ ସାଧକ= ମଧୁମତୀ ସିଦ୍ଧ, ମଧୁମତୀ ସିଦ୍ଧି ପଦମାନ ସିଦ୍ଧ ହୁଏ।]