ମଧୁବ୍ରତ Madhubrata

  • ସଂ. ବି (ବହୁବ୍ରୀହି; ମଧୁ+ବ୍ରତ) — ମଧୁକର; ଭ୍ରମର — Black bee
  • ସଂ. ବି (ବହୁବ୍ରୀହି; ମଧୁ+ବ୍ରତ) — [ଉ— ବସେ ପାଶେ ହୋଇ ମଧୁବ୍ରତେ ଭଞ୍ଜ. ବୈଦେହୀଶବିଳାସ।]