ମଧୁବାର Madhubāra

  • ସଂ. ବି — ମଧୁଚକ୍ର — Honey-comb
  • ସଂ. ବି — ପୁନଃ ପୁନଃ ମଦ୍ୟପାନ — Repeated drinking of wine; bout
  • ସଂ. ବି — ମଦ୍ୟ (ହି.ଶ) — Wine
  • ସଂ. ବି — ମଦ୍ୟପାନ ଦିବସ (ହି. ଶ) — A day for drinking wine
  • ସଂ. ବି — ମଦ୍ୟପାନର ରୀତି (ହି. ଶ) — Mode of drinking wine