ମଧୁ ଶଯ୍ୟା Madhu ṡaj̄yā

  • ସଂ. ବି — ମହୁଶଯ୍ଯା; ବିବାହର ପ୍ରଥମ ସପ୍ତାହରେ ସ୍ୱାମୀ ସ୍ତ୍ରୀଙ୍କର ଏକତ୍ରଶୟନ — Honeymoon; sleeping together of the bride and bridegroom during the first week of marriage
  • ସଂ. ବି — [ଦ୍ର—ଏହି ମଧୁଶଯ୍ଯା ପ୍ରଥାରୁ ଜଣାଯାଏ ଯେ ପୂର୍ବେ ବ୍ରାହ୍ମଣାଦି ସମାଜରେ ଯୁବତୀ କନ୍ୟାର ବିବାହ ହେଉଥିଲା, ନଚେତ୍ ବାଳିକା କନ୍ଯା ସଙ୍ଗେ ବରର ଏକତ୍ର ଶଯ୍ଯା ରଚନା ହାସ୍ୟାସ୍ପଦ ହୋଇ ଥାଆନ୍ତା।]