ମଧୁ ଲତା Madhu latā

  • ଦେ. ବି — ବିଲାତିଫୁଲର ଲତାବିଶେଷ — Name of a creeper imported from abroad
  • ଦେ. ବି — [ଦ୍ର— ଏହାକୁ ବଡ଼ଲୋକମାନେ ବଗିଚାରେ ଲଗାନ୍ତି; ଏହା ଦ୍ୱାରା ବଗିଚାର ସୌନ୍ଦର୍ଯ୍ଯ ବଢ଼େ।]
  • ସଂ. ବି — ଏକପ୍ରକାର ଘାସ (ହି. ଶ) — A kind of grass