ମଧୁ ଯାମିନୀ Madhu j̄āminī

  • ସଂ. ବି — ବସନ୍ତକାଳର ରାତ୍ରୀ — A night during the spring
  • ସଂ. ବି — ନିର୍ମଳ ବା ଜ୍ୟୋତ୍ସ୍ନାମୟୀ ରାତ୍ରୀ — A clear moon-lit night